Below header
Browsing Tag

mahostav

ଉଦଯାପିତ ହୋଇଯାଇଛି ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା, ଦେଖିବାକୁ ମିଳିଥିଲା ଦର୍ଶକଙ୍କ ଭିଡ

ଗତ ୯ ଦିନ ଧରି ଚାଲିଥିବା ଯାଜପୁରର ପ୍ରସିଦ୍ଧ ବରୁଣେଶ୍ୱର ମେଳା ଉଦଯାପିତ ହୋଇଯାଇଛି । ସ୍ଥାନୀୟ ଅଞ୍ଚଳର ଗଣପର୍ବ ଭାବେ ପରିଚିତ ଏହି ମେଳାରେ ଚଳିତ ବର୍ଷ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଶେଷ ଦିନରେ ଯାତ୍ରା ଦେଖିବା ଠାରୁ ଆରମ୍ଭ କରି ମେଳା ବୁଲିବା ପାଇଁ ପ୍ରବଳ ଜନଗହଳି ଦେଖିବାକୁ…

ଖୁବ ଧୁମଧାମରେ ଚାଲିଛି ମା’ ମହାଲକ୍ଷ୍ମୀଙ୍କ ମହୋତ୍ସବ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଟକ ଜିଲ୍ଲା ନରସିଂହପୁର ବ୍ଲକ ବାଲିଝରିରେ ପ୍ରସିଦ୍ଧ ୫୧ ତମ ମହାଲକ୍ଷ୍ମୀ ମହୋତ୍ସବ ଉଦଘାଟିତ ହୋଇଛି । ଏଠାରେ ମହା ଆଡ଼ମ୍ବର ସହକାରେ ପାଳନ ହୋଇଥାଏ ମା' ମହାଲକ୍ଷ୍ମୀଙ୍କ ମହୋତ୍ସବ । ରଙ୍ଗ ବେରଙ୍ଗ ଆଲୋକରେ ଝଲସୁଛି ରାସ୍ତାଘାଟ । ଖୁବ ସୁନ୍ଦର ଭାବରେ ସଜା ଯାଇଛି ଏହି ଅଞ୍ଚଳ । ଏହି ଅବସରରେ…

ଲୋକସେବା ଭବନରେ ବୌଦ୍ଧ ମହୋତ୍ସବର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭିଡିଓ କନଫେରେନ୍ସିଂରେ ଉଦଘାଟନ

କେନ୍ୟୁଜ୍(ବ୍ୟୁରୋ):ବୌଦ୍ଧ ମହୋତ୍ସବର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ଭିଡିଓ କନଫେରେନ୍ସିଂରେ ମୁଖ୍ୟମନ୍ତ୍ରୀ ମହୋତ୍ସବର ଉଦଘାଟନ କରିଛନ୍ତି । ଏଥିସହ ବୌଦ୍ଧ ଜିଲ୍ଲା ପାଇଁ ୨୭ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି…