Browsing Tag

major dhaynchand

ବରଗଡରେ ମେଜର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ ଧ୍ୟାନଚାନ୍ଦଙ୍କୁ ଦିଆଗଲା ନାଗରିକ ସମ୍ବର୍ଦ୍ଧନା

ବରଗଡ଼(କେନ୍ୟୁଜ୍): ବରଗଡ ଇମ୍ଫାରିଆଲ କଲେଜ ଠାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଅଶୋକ ଧ୍ୟାନଚାନ୍ଦଙ୍କୁ ନାଗରିକ ସମ୍ବର୍ଦ୍ଦନା ଦିଆଯାଇଛି । ଅଶୋକ ଧ୍ୟାନଚାନ୍ଦ ହକିର ସ୍ମୃତି ଉଜାଗର କରିବା ସହ ନିଜ ପିତା କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ୧୯୭୫ ମହିଳା…