ଲଭ୍ ରିଲେସନ୍କୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା
ମୁମ୍ବାଇ : ଲଭ୍ ରିଲେସନ୍ ଓ ଅର୍ଜୁନଙ୍କ ସହ ସଂପର୍କକୁ ନେଇ ମୁହଁ ଖୋଲିଲେ ମଲାଇକା ଅରୋରା ଖାନ୍ । ଏକ ସାକ୍ଷାତକାରରେ ସେ କହିଛନ୍ତି ମୋ ଜୀବନରେ ଯାହା ବି ଚାଲିଛି ତାହା ସମସ୍ତଙ୍କୁ ଜଣା । ମୋତେ ସେ ନେଇ କଥା ହେବାର ଆବଶ୍ୟକତା ନାହିଁ । ମୁଁ ନିଜ ଲାଇଫକୁ ଏନଜୟ କରୁଛି । ଏହା କାଫି ସୁନ୍ଦର…