Below header
Browsing Tag

Man died in train accident

ଚାନ୍ଦବାଲି: ଟ୍ରେନ ଧକ୍କାରେ ୭୨ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

ଚାନ୍ଦବାଲି: ଭଦ୍ରକ-ଧାମରା ରେଳପଥର ଛତ୍ରପଦା ନିକଟରେ ଥିବା ରେଳପଥରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ ବରଣ କରିଥିବାର ଅଭିଯୋଗ ହୋଇଛି । ବୃଦ୍ଧର ଘର ବାଂଶଡା ଥାନା ହଳିଦିଆ ଗାଁରେ ହୋଇଥିବା ବେଳେ ତାଙ୍କ ନାମ ଗିରିଧାରୀ ନାଥ ଓ ବୟସ ୭୨ ବୋଲି ଜଣାପଡିଛି । ସୂଚନାନୁଯାୟୀ ରେଳଧାରଣା ପାର…

ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ

ଖୋର୍ଦ୍ଧା(କେନ୍ଯୁଜ୍) : ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ୍ ୬ନଂ ପ୍ଳାଟଫର୍ମ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ଗାଦ୍ଧିଧାମ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ପୁରୀ ଆସୁଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ,…