ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ଟ୍ରେନରେ କଟି ଯୁବକଙ୍କର ମୃତ୍ୟୁ

ଖୋର୍ଦ୍ଧା(କେନ୍ଯୁଜ୍) : ଖୋର୍ଦ୍ଧା ରୋଡ ରେଳ ଷ୍ଟେସନ୍ ୬ନଂ ପ୍ଳାଟଫର୍ମ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନରେ କଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ଗାଦ୍ଧିଧାମ ଏକ୍ସପ୍ରେସ୍ ଟ୍ରେନ୍ ଯୋଗେ ପୁରୀ ଆସୁଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ, ଖୋର୍ଦ୍ଧାରୋଡ୍ ରେଳବାଇ ପୋଲିସ୍ ପହଁଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.