Browsing Tag

man suspended

ଏବେ ଅଫିସରେ ମହିଳା କର୍ମଚାରୀଙ୍କୁ ଲଭ୍‌, ହନି, ସ୍ୱିଟି ଡାକିଲେ ଆଉ ରକ୍ଷା ନାହିଁ! ଚାକିରିରୁ ବି ହୋଇପାରନ୍ତି ବିଦା

ଏବେ ମହଙ୍ଗା ପଡ଼ିପାରେ ଅଫିସରେ ମହିଳା କର୍ମଚାରୀଙ୍କୁ ଅନ୍ୟ ନାଁରେ ଡାକିବା। ଯଦି କୌଣସି ପୁରୁଷ କର୍ମଚାରୀ କୌଣସି ମହିଳା କର୍ମଚାରୀଙ୍କୁ ଅଫିସରେ ହନି, ଲଭ୍‌, ସ୍ୱିଟି ଆଦି ଡାକୁଛି ତେବେ ସେ ଦୋଷୀ ବୋଲି ଧରାଯିବ। କେବଳ ଏତିକି ନୁହେଁ, ତାଙ୍କୁ ଚାକିରିରୁ ବି ବହିଷ୍କାର କରାଯିବ। ଏକ ମାମଲାର…