Browsing Tag

mango cheeze cake

ଖରାଦିନେ ଆମ୍ବରେ ବନାନ୍ତୁ “ମାଙ୍ଗୋ ଚିଜ କେକ୍”, ଗରମରେ ମଜା ଆସିଯିବ

ଖରାଦିନେ ତ ପ୍ରଚୁର ପରିମାଣରେ ଆମ୍ବ ମିଳେ । ଅନେକ ଲୋକ ଗୋଟା ଆମ୍ବ ଏମିତି ଖାଇବାକୁ ପସନ୍ଦ କରୁଥିବାବେଳେ କିଛି ଲୋକ ଆମ୍ବ ପଣା କିମ୍ବା ଆମ୍ବ ଜୁସ ପିଅନ୍ତି । କିଛି ଲୋକଙ୍କର ଆମ୍ବରେ ଭିନ୍ନ ଭିନ୍ନ ଟେଷ୍ଟି ଟେଷ୍ଟି ଆଇଟମ ପ୍ରସ୍ତୁତ କରି ଖାଇବାର ମଧ୍ୟ ସଉକ ଅଛି । ଜାଣନ୍ତିକି ଏହି ଆମ୍ବରେ…