Below header
Browsing Tag

manoj pandey

ଦେଶର ୨୯ ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ

ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ ମୁକୁନ୍ଦ ନରଭଣେଙ୍କ ଅବସର ପରେ ୨୯ ତମ ସ୍ଥଳ ସ୍ଥଳ ସେନା ମୁଖ୍ୟ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ମନୋଜ ପାଣ୍ଡେ ସେନା ଇଂଜିନିୟର କର୍ପସର ପ୍ରଥମ ଅଧିକାରୀ ଭାବେ ସ୍ଥଳସେନାର ମୁଖ୍ୟ ପଦ…

ଭାରତର ପରବର୍ତ୍ତୀ ଆର୍ମି ଚିଫ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ଆର୍ମି ଚିଫ ବା ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏକ ସମ୍ବାଦ ସରବରାହ ସଂସ୍ଥା ତରଫରୁଏହି ଖବର ପ୍ରକାଶ ପାଇଛି । କହିରଖିବା ଉଚିତ ହେବକି ଶ୍ରୀଯୁକ୍ତ ପାଣ୍ଡେ ଆର୍ମି ଷ୍ଟାଫର ଭାଇସ ଚିଫ ଭାବେ ନିଯୁକ୍ତ ଥିଲେ । ଆଉ ଏହା…