ଭାରତର ପରବର୍ତ୍ତୀ ଆର୍ମି ଚିଫ ଭାବେ ଦାୟିତ୍ୱ ନେବେ ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ

ଲେଫନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ଆର୍ମି ଚିଫ ବା ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏକ ସମ୍ବାଦ ସରବରାହ ସଂସ୍ଥା ତରଫରୁଏହି ଖବର ପ୍ରକାଶ ପାଇଛି । କହିରଖିବା ଉଚିତ ହେବକି ଶ୍ରୀଯୁକ୍ତ ପାଣ୍ଡେ ଆର୍ମି ଷ୍ଟାଫର ଭାଇସ ଚିଫ ଭାବେ ନିଯୁକ୍ତ ଥିଲେ । ଆଉ ଏହା ପୂର୍ବରୁ ପାଣ୍ଡେ ଇଷ୍ଟର୍ନ ଆର୍ମି କମାଣ୍ଡର ଭାବେ ଦାୟିତ୍ୱ ନିଭେଇଛନ୍ତି । ସୂଚନା ଦେବା ଉଚିତ ହେବକି ଜେନେରାଲ ମନୋଜ ମୁକୁନ୍ଦ ନରଭଣେଙ୍କ ପରେ ଶ୍ରୀ ପାଣ୍ଡେ ଆର୍ମି ଚିଫ ଭାବେ ଦାୟିତ୍ୱ ନେବେ ।

ଶ୍ରୀ ନରଭଣେ ୨୦୨୧ ମସିହା ଡିସେମ୍ବର ୩୧ ତାରିଖରେ ଦାୟିତ୍ୱ ନେଇଥିବା ବେଳେ ସେ ଚଳିତ ବର୍ଷ ଏପ୍ରିଲ ମାସରେ ଏହି ଦାୟିତ୍ବରୁ ଅବସର ନବାର ଥିଲା । ସୂଚନା ଦେବା ଉଚିତ ହେବକି, ଜଣେ ଆର୍ମି ଚି଼ଫ ଭାବେ ଦାୟିତ୍ୱ ନେବାରେ ଶ୍ରୀ ପାଣ୍ଡେ ହେଉଛନ୍ତି ପ୍ରଥମ ଇଂଜିନିୟର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.