Browsing Tag

mao poster and banner in kandhamal

କନ୍ଧମାଳ ବାଲିଗୁଡା ସୁକୁଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର , ଭୋଟ ବର୍ଜନ ସହ ବିପ୍ଳବୀ ଲୋକ ସରକାର ଗଢିବାକୁ ଆହ୍ବାନ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପରଂପଙ୍ଗାର ସୁକୁଙ୍ଗିଆ ଛକରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର୍ କରି ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ନିର୍ବାଚନ ପୂର୍ବରୁ ମାଓ ସଙ୍ଘଠନ ସିପିଆଇ ବାଘୁନା ଡିଭିଜନ୍ ପକ୍ଷରୁ ଏହି ମାଓ ପାଷ୍ଟର ଓ ବ୍ୟାନର ଜାରୀ କରାଯାଇ ଭୋଟ…