Below header

କନ୍ଧମାଳ ବାଲିଗୁଡା ସୁକୁଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର , ଭୋଟ ବର୍ଜନ ସହ ବିପ୍ଳବୀ ଲୋକ ସରକାର ଗଢିବାକୁ ଆହ୍ବାନ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପରଂପଙ୍ଗାର ସୁକୁଙ୍ଗିଆ ଛକରେ ମାଓବାଦୀମାନେ ନିଜର ଉପସ୍ଥିତି ଜାହିର୍ କରି ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ନିର୍ବାଚନ ପୂର୍ବରୁ ମାଓ ସଙ୍ଘଠନ ସିପିଆଇ ବାଘୁନା ଡିଭିଜନ୍ ପକ୍ଷରୁ ଏହି ମାଓ ପାଷ୍ଟର ଓ ବ୍ୟାନର ଜାରୀ କରାଯାଇ ଭୋଟ ବର୍ଜନ ସହ ବିପ୍ଳବୀ ଲୋକ ସରକାର ଗଢିବାକୁ ଆହ୍ବାନ ଦିଆଯାଇଛି । ଭୋଟ ଦେବାରେ ମୁକ୍ତି ନାହିଁ ତେଣୁ ମୁକ୍ତି ପାଇଁ ସଶସ୍ତ୍ର ଲଢେଇ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ଭୋଟ ଦେବାକୁ କହୁଥିବାଲୋକ ସାମ୍ରାଜ୍ୟବାଦର ଦଲାଲ ବୋଲି କହିଛି ସିପିଆଇ ମାଓବାଦୀର ବାଘୁନା ଡିଭିଜନାଲ କମିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.