Browsing Tag

maogada

ମାଲକାନଗିରିର ମାଓଗଡ଼କୁ ଖୋଲିଲା ରାସ୍ତା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲାର ମାଓଗଡ଼କୁ ଖୋଲିଲା ରାସ୍ତା। ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡ଼ାରୁ ଜୋଡାମ୍ବକୁ ଫିଟିଲା ରାସ୍ତା। ଏହା ଦ୍ୱାରା ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଉପକୃତ ହେବେ ୩୦ହଜାରରୁ ଅଧିକ ଲୋକ। ମାଲକାନଗିରି ଏସପିଙ୍କ…