Below header
Browsing Tag

maoist dump seized

ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଠାବ ହେଲା ମାଓବାଦୀଙ୍କ ଡମ୍ପ, ବିପୁଳ ମାରଣାସ୍ତ୍ର ଜବତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରୁ ମାଓବାଦୀଙ୍କ ଡମ୍ପ ଜବତ କରିଛି DVF ଯବାନ। ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ। DVF ଯବାନଙ୍କ…