ମାଲକାନଗିରି ପୋଲିସକୁ ବଡ଼ ସଫଳତା: ଠାବ ହେଲା ମାଓବାଦୀଙ୍କ ଡମ୍ପ, ବିପୁଳ ମାରଣାସ୍ତ୍ର ଜବତ

ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରୁ ମାଓବାଦୀଙ୍କ ଡମ୍ପ ଜବତ କରିଛି DVF ଯବାନ। ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ।

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି। ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ଅଞ୍ଚଳରୁ ମାଓବାଦୀଙ୍କ ଡମ୍ପ ଜବତ କରିଛି DVF ଯବାନ। ପୋଲିସକୁ ଟାର୍ଗେଟ କରିବା ପାଇଁ ମାଓବାଦୀ ଲୁଚାଇ ରଖିଥିଲେ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ। DVF ଯବାନଙ୍କ କୁମ୍ବିଙ୍ଗ ଅପରେସନ ବେଳେ ମାଓ ଡ଼ମ୍ପର ସନ୍ଧାନ ମିଳିଥିଲା।

ଜବତ ବିସ୍ପୋରକ ମଧ୍ୟରେ ରହିଛି ଗୋଟିଏ ବନ୍ଧୁକ,୧୫୦ଟି ଯିଲଟିନ ଷ୍ଟିକ, କଡ଼େକ୍ସ ତାର,IED ୧୩ଟି ଟିଫିନ ବମ ଜବତ କରିଛି DVF ଯବାନ। ସୂଚନା ଦେଇଛନ୍ତି ମାଲକାନଗିରି SP ନିତିନ ୱାଡ଼ୱାନୀ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.