Below header
Browsing Tag

Maoist kill

ମାଲକାନଗିରି: ପୋଲିସ ଗୁଳିରେ ୩ ମାଓବାଦୀ ନିହତ, ତୁଳସୀ ପାହାଡ଼ରେ ମୁହାଁମୁହିିଁ ହୋଇଥିଲେ ପୋଲିସ-ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା । ପୋଲିସ ଗୁଳିରେ ୩ ମାଓବାଦୀ ନିହତ । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ଜଣେ ପୁରୁଷ ମାଓବାଦୀ ଅଛନ୍ତି । AOB ସଙ୍ଗଠନର ହୋଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ତୁଳସୀ ପାହାଡ଼ରେ ମୁହାଁମୁହିିଁ…

ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଉଠାଇ ନେଲେ ମାଓବାଦୀ, ଜଣକୁ ଛାଡିଦେଇଥିବା ବେଳେ ଜଣେ ଅଟକ ଅଛନ୍ତି

ବାଲିଗୁଡା(କେନ୍ୟୁଜ୍):  ପୁଣି ମାଓ ହିଂସା। ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ଉଠାଇ ନେଲେ ମାଓବାଦୀ। ବେଲଘର ଥାନା ଗୁରୁ ଗାଁରେ ବିଳମ୍ବିତ ରାତିରେ ଦେବେନ୍ଦ୍ର ମାଢି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଛନ୍ତି। ଗୋବିନ୍ଧ ମାଝିଙ୍କୁ ମାଡ ମାରି ଛାଡି ଦେଇଥିବାବେଳେ…

ପୁଣି ମାଓବାଦୀ ରଚିଲେ ବର୍ବର କାଣ୍ଡ, ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ପୋଡ଼ିଲେ ୩ଟି ଗାଡ଼ି

ମାଲକାନଗିରି(କେନ୍ୟୁଜ୍):  ପୁଣି ମାଓବାଦୀ ମାନଙ୍କ ବର୍ବର କାଣ୍ଡ। ରାସ୍ତା  କାମ କରୁଥିବା ଜଣେ  ଠିକାଦାରଙ୍କୁ ହତ୍ୟା କରିବା  ସହ ତାଙ୍କ ବୋଲେରୋ ଗାଡିକୁ ପୋଡି  ଦେଇଛନ୍ତି। ଏହା ସହ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି।  ଘଟଣା  ଘଟିଛି  ମାଥିଲି ବ୍ଲକ୍‌…