Below header
Browsing Tag

Masood Azhar dead !

ଜୈସ-ଇ-ମହମ୍ମଦ ମୁଖ୍ୟ ସତରେ ମରିଛି ନା ମିଛ ପ୍ରଚାର ?

ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆଉ ନାହିଁ ? ଜୈସ-ଇ-ମହମ୍ମଦ ଆତଙ୍କବାଦ ସଂଗଠନର ମୁଖ୍ୟ ମସୁଦ ଆଝାର ମୃତ । ଏଭଳି କିଛି ଖବର ଏବେ ପାକିସ୍ତାନ ପଟୁ ଆସିଛି । ସେ ଗତ କିଛି ଦିନ ହେବ ଗୁରୁତର ଅସୁସ୍ଥ ଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ…