Browsing Tag

master scout and guide

ଉଦ୍‌ଯାପିତ ହେଲା ରାଜ୍ୟସ୍ତରୀୟ କବ୍ ବୁଲ୍‌ବୁଲ୍ ଉତ୍ସବ

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଓ ଗାଇଡ଼ସ୍ ଦ୍ୱାରା ଗତ ୧୮.୧୧.୨୦୨୪ ତାରିଖରୁ ଆରମ୍ଭ ହୋଇଥିଲା । “ରାଜ୍ୟ ସ୍ତରୀୟ କବ୍ ବୁଲ୍‌ବୁଲ୍ ଉତ୍ସବ” ଆଜି ସଂଧ୍ୟାରେ ଉଦ୍‌ଯାପିତ ହୋଇଅଛି ।  ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳି ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ…

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ୭ ଦେଶର ସେନାକୁ ହରାଇ ଭାରତୀୟ ସେନା ପ୍ରଥମ

ଇଣ୍ଟରନ୍ୟାସନାଲ ଆର୍ମି ସ୍କାଉଟ ମାଷ୍ଟର ପ୍ରତିଯୋଗିତାରେ ଭାରତୀୟ ଆର୍ମୀର କାରନାମା। ଏହି ପ୍ରତିଯୋଗିତାରେ ୭ଟି ଦେଶର ସେନାଙ୍କୁ ହରାଇ ପ୍ରଥମ ସ୍ଥାନ ଅଧିକାର କରିଛି ଭାରତୀୟ ସେନା। ରାଜସ୍ଥାନର ଜୈସାଲମେରରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ୮ଟି ଦେଶ ଏହି ପ୍ରତିଯୋଗିତାରେ ଭାଗ…