Browsing Tag

mayabini

ଆଗକୁ ଆସିବ ନୂଆ ସିନେମା ‘ମାୟାବିନୀ, କାହାଣୀ ହେଉଛି ଜଣେ ଝିଅ କେମିତି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଛି

କେନ୍ୟୁଜ୍(ବ୍ୟୁରୋ): ଆଗକୁ ଆସିବ ନୂଆ ସିନେମା ମାୟାବିନୀ । ସାଂପ୍ରତିକ ଏକ ଘଟଣା ଉପରେ ସିନେମାର କଥାବସ୍ତୁ ଆଧାରିତ । କେମିତି ମଫସଲରୁ ଏକ ଝିଅ ଆସି ରାଜଧାନୀରେ ରହି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଇଉଛି । ଆଉ ବ୍ଲାକମେଲ କରି ପୁଳା ପୁଳା ଟଙ୍କା ଅର୍ଜନ କରୁଛି ତାକୁ ନେଇ…