Below header
Browsing Tag

mechanical issu

ଇଞ୍ଜିନ୍‌ ଅଚଳ: ଅଢେଇ ଘଣ୍ଟା ବିଳମ୍ବରେ ଗଡ଼ିଲା ନୟାଗଡ଼-ଭୁବନେଶ୍ୱର ଟ୍ରେନ୍‌

ନୟାଗଡ଼ (କେନ୍ୟୁଜ): ଏବେ ଯେମିତି ଟ୍ରେନ୍‌ ଉପରେ ପଡ଼ିଛି ଶନିଦଶା। ଅଢେଇ ଘଣ୍ଟା ବିଳମ୍ବରେ ଗଡ଼ିଲା ନୟାଗଡ଼-ଭୁବନେଶ୍ୱର ଟ୍ରେନ୍‌ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଯୋଗ୍ୟ ଯେ ନୟାଗଡ଼ରୁ ଭୁବନେଶ୍ଵର ଯାଉଥିବା ଟ୍ରେନ୍‌ର ଇଞ୍ଜିନ ବାରମ୍ବାର ଅଚଳ ହେଉଥିବା…