Browsing Tag

medical issue

ବାଲେଶ୍ୱର: ଫାର୍ମାସିଷ୍ଟଙ୍କ ଭୁଲ ମେଡିସିନ୍ ଖାଇ ଗୁରୁତର ହେଲେ ରୋଗୀ, ଡାକ୍ତରଖାନାରେ ଉତ୍ତେଜନା

ବାଲେଶ୍ବର(କେନ୍ୟୁଜ୍):  ଔଷଧ ବିତରଣ କେନ୍ଦ୍ରରେ ରୋଗୀଙ୍କୁ ଭୁଲ୍‌ ଔଷଧ ଦେବାରୁ ହସପିଟାଲ ପରିସରରେ ଉତ୍ତେଜନା । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଔଷଧ ବିତରଣ କେନ୍ଦ୍ରରେ ଏହି ଘଟଣା ଦେଖିବାକୁ ମିଳିଛି। ଉତ୍ୟକ୍ତ ଲୋକେ ଡାକ୍ତରଖାନାର ମୁଖ୍ୟ…