Browsing Tag

medicine store raid

ନକଲି ଔଷଧକୁ ନେଇ ତନାଘନା: ଭୁବନେଶ୍ୱରରେ ମେଡିସନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଚଢଉ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱରରେ ମେଡିସନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ପକ୍ଷରୁ ଚଢଉ । ନକଲି ଔଷଧ କାରବାର ଅଭିଯୋଗରେ ଚଢାଉ କରିଥିଲା ଡ୍ରଗ୍ସ କଣ୍ଟ୍ରୋଲ ୟୁନିଟ।ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଅ ଚାଲିଥିଲା। ଭୁବନେଶ୍ୱରରେ ୩ ଜଣ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ନତୃତ୍ୱରେ…