Browsing Tag

men burn

ଘର ସହ ଜୀଅନ୍ତା ଜଳିଗଲେ ଯୁବକ,ଶୋଇଥିବା ବେଳେ ଡିବି ନିଆଁରେ ପୋଡ଼ି ହୋଇ ମୃତ୍ୟୁ

ସୋନପୁର (କେନ୍ୟୁଜ୍) : ଘର ସହ ଜୀଅନ୍ତା ଜଳିଗଲେ ଯୁବକ। ଘରେ ଶୋଇଥିବା ବେଳେ ଡିବି ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ଯୁବକ। ବୀରମହାରାଜପୁର ବ୍ଲକ ଗିଟାପାଲି ଗାଁର ଯୁବକ ରଞ୍ଜନ ବିଭାର ଘରେ ଶୋଇଥିବା ବେଳେ ଘଟିଛି ଏହି ଅଘଟଣ। ଡିବି ନିଆଁ ବ୍ୟାପୀ ଯିବା ପରେ ସେ ଘରୁ ବାହାରି ପାରିନଥିଲେ।…