Below header
Browsing Tag

men rescue from bengaluru

ବେଙ୍ଗାଲୁରୁରେ ରାସ୍ତାକଡ଼ରେ ଜୀବନ କାଟୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଓଡିଆ ପିଲା

ବେଙ୍ଗାଲୁରୁ (କେନ୍ୟୁଜ୍) : ଅର୍ଥାଭାବ ଯୋଗୁ ବେଙ୍ଗାଲୁରୁରେ ରାସ୍ତାକଡ଼ରେ ଜୀବନ କାଟୁଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବକ ହେଉଛନ୍ତି କଳାହାଣ୍ଡି ଭବାନୀପାଟଣା ଥାନା ପଟପଡ଼ା ଗାଁର ରାଜେନ୍ଦ୍ର ଜାନି । ଅର୍ଥାଭାବ ଯୋଗୁ ରାଜେନ୍ଦ୍ର ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ ।…