Below header
Browsing Tag

MH 370 plane

ଜାଣିଶୁଣି MH 370 ବିମାନକୁ କରାଯାଇଥିଲା ଦୁର୍ଘଟଣାଗ୍ରସ୍ତ !

ମାଲେସିୟା ଏୟାରଲାଇଂସ୍ ବିମାନ ୩୭୦ ଗତ ୨୦୧୪ ବର୍ଷ ୮ ମାର୍ଚ୍ଚରେ କୁଆଲାଲଂପୁର ଅର୍ନ୍ତରାଷ୍ଟ୍ରିୟ ବିମାନ ବନ୍ଦରରୁ ନିର୍ଦ୍ଦାରିତ ସମୟ ଅନୁଯାୟୀ ଉଡାଣ ହୋଇଥିଲା। କିନ୍ତୁ ଶେଷରେ ଏହି ବିମାନ ରେଡାର ରୁ ନିଖୋଜ ହୋଇଯାଇଥିଲା। ଏହି ବିମାନରେ ୨୩୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଶେଷରେ ବିମାନର…