ପୁଣି ଘର ବାହୁଡ଼ା ହେଲା ଶେଷ ବାହୁଡା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ମୃତ ୨୦ ଗୁରୁତର
କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ସଡକ ପଥ ଏବଂ ଜଳ ପଥ ଦେଇ ଦୁଃଶାହସିକ ଯାତ୍ରା କରି ଘରକୁ ଫେରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସମସ୍ତଙ୍କ…