Below header
Browsing Tag

migrants returning from vijayawada

ବିଜୟୱାଡାରୁ ଭିଟାମାଟି ମୁହାଁ ହେଲେ ପ୍ରବାସୀ, ଟ୍ରେନ ଫେଲ ହେବାରୁ ବସରେ ଓଡିଶା ଫେରିଲେ ୧୦ ଯୁବତୀ

ଯାଜପୁର : କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ ନିଜକୁ ଅସୁରକ୍ଷିତ ମନେକରି ଫେରୁଛନ୍ତି ବହୁ ଓଡିଆ । ତେବେ ବିଭିନ୍ନ ବାଧାବିଘ୍ନକୁ ଅତିକ୍ରମ କରି ବିଜୟୱାଡାରୁ ଓଡିଶାକୁ ଫେରିଛନ୍ତି ୧୦ଜଣ ଯୁବତୀ । ଏମାନଙ୍କ ମଧ୍ୟରୁ ଯାଜପୁର ଜିଲ୍ଲା ଜାରକା ଅଂଚଳର ୫ଜଣ ଏବଂ କଟକ ଜିଲ୍ଲାର ୫ଜଣ । ଏହି…