Browsing Tag

mimi trailer out

ସରୋଗସୀ ଉପରେ ଆଧାରିତ କୃତିଙ୍କ ‘ମିମି’ର ଟ୍ରେଲର ରିଲିଜ୍‌, ଦମ୍‌ଦାର ଷ୍ଟୋରୀ ସହ ରହିଛି କମେଡି ତଡ଼କା

ସରୋଗେସୀ ଓ ପ୍ରେଗ୍‌ନାନ୍ସି ଉପରେ ଆଧାରିତ ବଲିଉଡ୍‌ ଅଭିନେତ୍ରୀ କୃତି ସାନନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ମିମି’ର ଟ୍ରେଲର ଆଜି ରିଲିଜ୍‌ ହୋଇଛି। ଏହି ଫିଲ୍ମରେ କୃତିଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ। ଫିଲ୍ମରେ କୃତିଙ୍କ ସହ ପଙ୍କଜ ତ୍ରିପାଠୀ ମଧ୍ୟ…