Below header
Browsing Tag

mines effected block

ରାୟଗଡ଼ା: ଦୁର୍ଦ୍ଦଶାରେ ବାଫଲାମାଳି ଖଣି ଅଞ୍ଚଳ ବାସିନ୍ଦା, ପ୍ରଶାସନ ପକ୍ଷରୁ ମାସକୁ ମିଳୁଛି ମାତ୍ର ୨୩ଶହ ଟଙ୍କା

ଏ ହେଉଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପାଇକକୁପାଖାଳ ଗାଁ । ଗାଁକୁ ଲାଗି ରହିଛି ବାଫଲାମାଳି ଖଣି । ଖଣି ଯୋଗୁ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ଏଠାକାର ଲୋକେ । ଖଣି ଉତ୍ତୋଳନ କରି କମ୍ପାନୀ କୋଟି କୋଟି ଟଙ୍କା ରୋଜଗାର ତ କରୁଛି, ହେଲେ ଭୁଲି ଯାଇଛି ଲୋକଙ୍କ ମୌଳିକ ସୁବିଧା । ବର୍ଷା ଦିନରେ…