କେନ୍ଦୁଝର : ୧୯ଟି ଖଣିର ଲିଜ୍ ଅବଧି ଶେଷ, ନୂଆ ଲିଜ୍ଧାରୀଙ୍କ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇନାହିଁ
କେନ୍ଦୁଝର (କେ ନ୍ୟୁଜ୍) : ଆଜି କେନ୍ଦୁଝର ଓ କୋଇଡା ରେଞ୍ଜରେ୧୯ଟି ଖଣିର ଲିଜ୍ ଅବଧି ଶେଷ ହୋଇଛି। ଏହାର ସହିତ ସେମାନଙ୍କ ଜଙ୍ଗଲ ଅନୁମତି ମଧ୍ୟ ପ୍ରତ୍ୟାହାର ହୋଇଛି। ଏ ନେଇ ଜଙ୍ଗଲ ବିଭାଗ ସବୁ ଖଣି ଲିଜ୍ଧାରୀଙ୍କୁ ନୋଟିସ୍ ଜାରି କରିଛି। ଏହାପର ଠାରୁ ସେହି ଖଣିଗୁଡିକୁ ନୂଆ…