Below header
Browsing Tag

Minor girl rescued

ଝିଅ କହୁଛି, ‘ମୁଁ ଯୁଆଡ଼େ ଯିବି…ମୋତେ ଛାଡ଼’, ଲୋକେ କିନ୍ତୁ ପୋଲିସକୁ ଡାକି କରିଦେଲେ ହସ୍ତାନ୍ତର

ରାସ୍ତାରେ ଅଜଣା ଅଚିହ୍ନା ଝିଅଟିଏ ବୁଲୁଛି । କିଏ ସେ କାହାଘର ଝିଅ କାହାକୁ ଜଣା ନାହିଁ । ପିଲାଟିକୁ ଦେଖି ତା’ ନାଁ ଗାଁ ପଚାରି ଥିଲେ ସ୍ଥାନୀୟ ଲୋକ, ହେଲେ ଝିଅଟି କିଛି କହିଲା ନାହିଁ। ଯିଏ ଯେତେ ପଚାରିଲେ କିଛି କହିଲା ନାହିଁ, ବରଂ ମୁଁ ଯୁଆଡ଼େ ଯିବି ମୋତେ ଛାଡ ବୋଲି ଉତ୍ତର ଦେଲା।…

ଚାଲାଣ ବେଳେ ରାଉରକେଲା ଷ୍ଟେସନରୁ ଉଦ୍ଧାର ହେଲେ ୭ ନାବାଳିକା ଓ ୩ ନାବାଳକ

ରାଉରକେଲା (କେନ୍ୟୁଜ୍): ଚାଲାଣ ବେଳେ ଟ୍ରେନ୍‌ରୁ ଉଦ୍ଧାର। ୭ଜଣ ନାବାଳିକା ଓ ୩ଜଣ ନାବାଳକାଙ୍କୁ ରାଉରକେଲା ଷ୍ଟେସନରୁ ଉଦ୍ଧାର କରାଯାଇଛି। RPSF ଓ GRP ପୋଲିସ ମିଳିତ ଭାବେ ଏମାନଙ୍କୁ ଉଦ୍ଧାର କରିଛି। ଏମାନେ ସମସ୍ତେ ବିହାର କଚିହାରି ଜିଲ୍ଲାର। ଏହା ସହ ୨ଜଣ ଦଲାଲଙ୍କୁ ଅଟକ ରଖାଯାଇଛି।…

ରାସ୍ତା କଡ଼ରୁ ବେହୋସ୍‌ ଅବସ୍ଥାରେ ନାବାଳିକା ଉଦ୍ଧାର

ସୋର (କେ ନ୍ୟୁଜ୍‌) : ରାସ୍ତା କଡ଼ରୁ ବେହୋସ୍‌ ହୋଇ ପଡ଼ି ଥିବା ଜଣେ ନାବାଳିକାକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ମଡ଼ାପଦା ରାସ୍ତାକଡ଼ରେ ଝିଅଟି ସଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚିଥିଲେ । ସେମାନେ ତାକୁ ଉଦ୍ଧାର…