Below header

ଚାଲାଣ ବେଳେ ରାଉରକେଲା ଷ୍ଟେସନରୁ ଉଦ୍ଧାର ହେଲେ ୭ ନାବାଳିକା ଓ ୩ ନାବାଳକ

ରାଉରକେଲା (କେନ୍ୟୁଜ୍): ଚାଲାଣ ବେଳେ ଟ୍ରେନ୍‌ରୁ ଉଦ୍ଧାର। ୭ଜଣ ନାବାଳିକା ଓ ୩ଜଣ ନାବାଳକାଙ୍କୁ ରାଉରକେଲା ଷ୍ଟେସନରୁ ଉଦ୍ଧାର କରାଯାଇଛି। RPSF ଓ GRP ପୋଲିସ ମିଳିତ ଭାବେ ଏମାନଙ୍କୁ ଉଦ୍ଧାର କରିଛି। ଏମାନେ ସମସ୍ତେ ବିହାର କଚିହାରି ଜିଲ୍ଲାର। ଏହା ସହ ୨ଜଣ ଦଲାଲଙ୍କୁ ଅଟକ ରଖାଯାଇଛି। ଟ୍ରେନ୍‌ରେ ପିଲାଙ୍କୁ ଚାଲାଣ କରାଯାଉଥିବା ଚାଇଲ୍‌ଡ ଲାଇନ୍‌କୁ ଖବର ମିଳିଥିଲା। ଏହାପରେ ମିଳିତ ଭାବେ ଚଢାଉ କରାଯାଇ ହାୱଡା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସରୁ ୭ଜଣ ନାବାଳିକା ଓ ୩ ଜଣ ନାବଳକଙ୍କୁ ଉଦ୍ଧାର କରାଯାଇଥିଲା। ଏବେ ସମସ୍ତଙ୍କୁ ସର୍ଟ ଷ୍ଟେ ହୋମ୍‌ରେ ରଖାଯାଇଛି। ଦୁଇ ଜଣ ଦଲାଲଙ୍କୁ ଅଟକ ରଖାଯିବା ସହ ଅଧିକ ଖୋଳତାଡ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.