ବିଗ୍ବସ୍ ପରେ ପୁଣି ଏକାଠି ରୋମାନ୍ସ କରିବେ ‘ସିଦ୍ଧନାଜ୍’, ଭାଇରାଲ ହେଉଛି ଭିଡିଓ
ବିଗ୍ବସ୍ ୧୩ ଶେଷ ହେବା ପରେ ପ୍ରଶଂସକ ସିଦ୍ଧାର୍ଥ ଶୁକ୍ଲା ଏବଂ ସେହନାଜ ଗିଲଙ୍କ କମ୍ବ୍ୟାକ କରିବାକୁ ଦାବି କରୁଛନ୍ତି। ଏହାସହିତ ଶେହନାଜଙ୍କ ସ୍ୱୟଂମ୍ବର ଶୋ ‘ମୁଝସେ ଶାଦି କରୋଗୀ’କୁ ମଧ୍ୟ ବଏକଟ୍ କରିବା ପାଇଁ ଦାବି କରୁଛନ୍ତି ପ୍ରଶଂସକ। କିନ୍ତୁ ଆପଣ ଯଦି ଏହି ଦୁଇ କଳାକାରଙ୍କ ରୋମାନ୍ସ…