Below header
Browsing Tag

miscreant kill

କୁଆଖିଆ ବଜାର ନିକଟରେ ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ, ଘର ବାହାରୁ ତାଲା ପକାଇ ଦୁର୍ବୁତ୍ତ ଫେରାର

ଯାଜପୁର (କେନ୍ୟୁଜ): କୁଆଖିଆ ବଜାର ନିକଟରେ ବ୍ୟବସାୟୀଙ୍କୁ ହତ୍ୟା ସନ୍ଦେହ। ଘର ଭିତରେ ହତ୍ୟା କରି ବାହାରୁ ତାଲା ପକାଇ ଦୁର୍ବୁତ୍ତ ଫେରାର। ମୃତ ବ୍ୟବସାୟୀ ପଶ୍ଚିମବଙ୍ଗ ଅଞ୍ଚଳର ଖୋକନ ମାଇତି ବୋଲି ସୂଚନା ମିଳିଛି। ସେ ଦୀର୍ଘ ବର୍ଷ ହେବ କୁଆଖିଆ ବଜାରରେ ରହି ଫେରି ବ୍ୟବସାୟ କରୁଥିଲେ।…