ଢ଼େଙ୍କାନାଳରେ ଆତଙ୍କ, ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁଳି ମାରି ଛଡ଼ାଇ ନେଲେ ଲକ୍ଷାଧିକ ଟଙ୍କା
ଢ଼େଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ସଦର ଥାନା ଅଞ୍ଚଳରୁ ଆସିଛି ଚାଞ୍ଚଲ୍ୟକର ଖବର। ଟଙ୍କା ପାଇଁ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ହୋଇଛି ଗୁଳିମାଡ଼। ଆଜି ଅପରାହ୍ଟ ପ୍ରାୟ ୩ଟା ବେଳେ ଢ଼େଙ୍କାନାଳ ବଳଦିଆବନ୍ଧ ନିକଟ ଏନ୍ଏଚ୍ ୫୫ କଡ଼ରେ ଥିବା ପଣ୍ଡା ପେଟ୍ରୋଲ ପମ୍ପରେ ହୋଇଛି ଏହି ଗୁଳିମାଡ଼ ।…