Below header
Browsing Tag

missing boy

୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ, ମାଆର ଖୁସି କହିଲେ ନସରେ

ଗଞ୍ଜାମ(କେନ୍ୟୁଜ୍): ମାଆ କୋଳକୁ ଫେରିଲା ନାରାୟଣ। ଗତ ୫ ଦିନ ପରେ ଘରକୁ ଫେରିଲା ନିଖୋଜ ପୁଅ। ଗଞ୍ଜାମରୁ ନିଖୋଜ ହୋଇ ପୁରୀରୁ ଉଦ୍ଧାର ହୋଇଛନ୍ତି। ଗତକାଲି ରାତିରେ ନାରାୟଣ ପୁରୀ ସିଂହଦ୍ୱାର ସୂଚନା କେନ୍ଦ୍ରରୁ ମାଆଙ୍କୁ ଫୋନ୍‌ କରିଥିଲେ। ପୁଅର ଫୋନ୍‌ ପାଇବା ପରେ ଘର ଲୋକ ପୁରୀ ଯାଇ ପୁଅକୁ…

ଦୁଇ ବର୍ଷ କୁନି ପୁଅର ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ୍: ଗାଁର ଜଣେ ମହିଳା ଓ ତାର ନାବାଳକ ପୁଅ ଗିରଫ

ଜଗତସିଂପୁର(କେନ୍ଯୁଜ୍): ଗତକିଛି ଦିନ ତଳେ ଏହି ଖବର ବେଶ୍ ଆଲୋଡନ ଖେଳାଇଥିଲା ।  ମାମୁଁ ଘର ଯାଇଥିବା ଦୁଇ ବର୍ଷର କୁନି ପୁଅ ନିଖୋଜ ହେବାର ଦୁଇ ଦିନ ପରେ ନାଳରୁ ମିଳିଥିଲା ମୃତଦେହ। ହତ୍ଯା କରାଯାଇଥିବା ନେଇ ହୋଇଥିଲା ଅଭିଯୋଗ। ତେବେ ଏହି ଘଟଣାର ହୋଇଛି ପର୍ଦ୍ଦାଫାସ। ହତ୍ୟା କରିଥିବା…

ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ

ଜଗତସିଂହପୁ(କେନ୍ଯୁଜ୍): ମାମୁଁ ଘରକୁ ବୁଲି ଆସି ନିଖୋଜ ହୋଇ ଯାଇଥିବା ଶିଶୁ ପୁତ୍ରର ମିଳିଲା ମୃତଦେହ। ୨ ଦିନ ପରେ ମିଳିଲା ମୃତଦେହ ଉଦ୍ଧାର ହୋଇଛି।  ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ଶଙ୍କରପୁର  ଗାଁରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି। ମୃତ ଶୀଶୁ ପୁତ୍ର ହେଉଛନ୍ତି ସଦର…

ଦୁଇ ବର୍ଷ ପରେ ହଜିଲା ପୁଅକୁ ପରିବାର ଲୋକଙ୍କୁ ଫେରାଇଲା ମାଲକାନଗିରି ପୋଲିସ୍, ଭିଡିଓ କଲ୍ ପାଲଟିଲା ସଂଯୋଗର ସେତୁ

ମାଲକାନଗିରି: ସମୟ ଆଉ ପରିସ୍ଥିତି କେବେ କାହାକୁ କେଉଁଠି ନେଇ ପହଁଚାଇବ ତାହା କହିବ ଅସମ୍ଭବ । ଏମିତି ଦୁଇ ବର୍ଷ ତଳେ ଝାଡ଼ଖଣ୍ଡର ଏକ ଗରିବ ଘରର ପୁଅ କାମ ସନ୍ଧାନରେ ଘରୁ ଗୋଡ କାଢିଥିଲା। କାମର ସନ୍ଧାନ କରୁ କରୁ ହଠାତ୍ ନାବାଳକ ପୁଅ ହୋଇଗଲା ନିଖୋଜ। ବହୁତ୍ ଖୋଜା ଖୋଜି କରି ଥାନାରେ ଏତଲା…

କଟକ: ଟିଉସନ ଯାଇ ସପ୍ତାହେ ହେଲା ପୁଅ ନିଖୋଜ, ମିଳୁନି କୌଣସି ଖୋଜ ଖବର

କଟକ: ଟିଉସନ ଯାଇ ସପ୍ତାହେ ହେଲା ନିଖୋଜ । ମିଳୁନି କୌଣସି ଖୋଜ ଖବର । ପୋଲିସ ବି ହାତ ଖାଲି । ଘଟଣା ଘଟିଛି କଟକ ଲାଲବାଗ ଥାନା ଶେଖ୍ ବଜାର ବାନା ବଗିଚା ଅଞ୍ଚଳରେ । ସୂଚନା ଅନୁସାରେ ଗତ ୨୨ ତାରିଖରେ ସେହେନବାଜ୍ ଅଲ୍ଲୀ ସନ୍ଧ୍ୟା ୫ଟାରେ ସାଇକେଲ ଧରି ଟ୍ୟୁସନ ଯାଇଥିଲେ । ଟ୍ୟୁସନ ସରିବାର ୫-୬…