ଉଦ୍ଧାର ହେଲା ନିଖୋଜ ହୋଇଥିବା ୭ ବର୍ଷର ଶିଶୁ
ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା କାଶୀନଗର କୁମୁଟି ସାହିରେ ଗତ ବୁଧବାର ସନ୍ଧ୍ୟାରେ ନିଖୋଜ ହୋଇଥିବା ଶିଶୁ ଉଦ୍ଧାର। ସୂଚନାଯୋଗ୍ୟ ଉକ୍ତ ୭ ବର୍ଷର ଶିଶୁଟି ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଦୁବୃର୍ତ୍ତମାନେ ଏକ ବାଇକ୍ ରେ ଆସି ଉଠାଇ ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପୋଲିସ୍…