Below header
Browsing Tag

missing girl rescue

୨ବର୍ଷ ପରେ ନିଜ ନାବାଳିକା ଝିଅକୁ ପାଇଲେ ମାଆ, କାନ୍ଦି କାନ୍ଦି ଜାହିର କଲେ ଖୁସି

ସମ୍ବଲପୁର(କେନ୍ୟୁଜ୍): ୨ବର୍ଷ ପରେ ନିଜ ଝିଅକୁ ପାଇଲେ ମାଆ । ୨୦୨୦ ମସିହାରେ ସମ୍ବଲପୁରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହୀରାକୁଦ ରେଳ ଷ୍ଟେସନରୁ ୭ବର୍ଷର ଏକ ନାବାଳିକାକୁ ଉଦ୍ଧାର କରି ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ସୂଚନା ଅନୁଯାୟୀ, ନାବାଳିକାଙ୍କ ବାପା ତାଙ୍କ ମା'ଙ୍କ ଶହ ଝଗଡା…

ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝୁରି ଝୁରି ଆରପାରିକୁ ଚାଲିଯାଇଛି ମାଆ

ଗଜପତି (କେନ୍ୟୁଜ) : ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝିଅର ମୁହଁକୁ ଚାହିଁ ଚାହିଁ ଦୁନିଆକୁ ଛାଡି ଚାଲିଯାଇଛି ଝିଅର ମାଆ। ପାଖାପାଖି ବର୍ଷେ ପରେ ଠିକଣା ସ୍ଥାନରେ ପହଁଚିଲା ହଜିଲା ଝିଅ ଭବାନୀ, କିନ୍ତୁ ତା କୁନି ମୁହଁକୁ ଦେଖିବା ପାଇଁ ନଥିଲା ତାର ମାଆ। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି…