ର’ ଏଜେଣ୍ଟ ହେବେ ସିଦ୍ଧାର୍ଥ ମାଲହୋତ୍ରା, ଫିଲ୍ମ ‘ମିଶନ୍ ମଜନୁ’ର ପୋଷ୍ଟର ରିଲିଜ୍
ସିଦ୍ଧାର୍ଥ ମାଲହୋତ୍ରା ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ‘ମିଶନ୍ ମଜନୁ’ର ପୋଷ୍ଟର ରିଲିଜ୍ ହୋଇଛି। ଏହା ଏକ ଥ୍ରୀଲର ଫିଲ୍ମ। ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଫିଲ୍ମ ପରେ ରୋନୀ ସ୍କ୍ରୁବାଲା ଏବେ ଅମର ବୁଟାଲା ଓ ଗରିମା ମେହେତାଙ୍କ ସହ ମଜନୁରେ ପ୍ରଯୋଜନା କରିବେ। ଏହି ଫିଲ୍ମ ଭାରତର…