ଭୁଲ୍ ସୁଧାରିଲେ କି ବିଧାୟକ? ଦୁଷ୍କର୍ମ ଅଭିଯୋଗ କରିଥିବା ମହିଳାଙ୍କୁ କଲେ ବିବାହ
ନୂଆ ଦିଲ୍ଲୀ: ତ୍ରିପୁରାରେ ଭାଜପା ନୀତି ଗଠ ବନ୍ଧନର ସହଯୋଗୀ ଆଇପିଏଫଟିର ବିଧାୟକ ଧନଞ୍ଜୟ ତାଙ୍କ ବିରୋଧରେ ବଳତ୍କାର ଏବଂ ଧୋକା ଦେବା ଅଭିଯୋଗ କରିଥିବା ମହିଳାଙ୍କୁ ବିବାହ କରିଛନ୍ତି। ଗତ ସୋମବାର ଦିନ ସେ ଅଗରତାଲାର ଚତୁରଦାସ ମନ୍ଦିରରେ ମହିଳାଙ୍କୁ ବିବାହ କରିଥିବା କଥା ସାକ୍ଷାତକାର…