Browsing Tag

MNS poster

ଅମିତାଭଙ୍କ ଘର ବାହାରେ MNS ଲଗାଇଲା ପୋଷ୍ଟର, ଜାଣନ୍ତୁ ପୁରା ମାମଲା

ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ଚର୍ଚ୍ଚାରେ। କିନ୍ତୁ ଏଥର ଚର୍ଚ୍ଚାରେ ରହିବାକୁ କାରଣ ସବୁଠାରୁ ଅଲଗା। ମୁମ୍ବାଇର ଜୁହୁ ସ୍ଥିତ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ପ୍ରତୀକ୍ଷା’ ବାହାରେ ଏମିତି କିଛି ପୋଷ୍ଟର ଲାଗିଛି, ଯାହାକୁ ସମସ୍ତେ ଦେଖି ଆଶ୍ଚର୍ଯ୍ଯ ହୋଇଛନ୍ତି। ଏହି ପୋଷ୍ଟର ରାଜ ଠାକରେଙ୍କ…