ଚାଲିଲାନି ମୋ ସାଇକେଲ ! ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ବାଣ୍ଟିଦେବ ବିଏମସି
ଭୁବନେଶ୍ବର(କେନ୍ୟୁଜ୍): ସାଧାରଣ ଲୋକଙ୍କୁ ସାଇକେଲ ବାଣ୍ଟିବ ବିଏମସି। ଭୁବନେଶ୍ୱରରେ ଥିବା ମୋ ସାଇକେଲକୁ ସାଧାରଣ ଲୋକ, ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କୁ ବାଣ୍ଟିବ ବିଏମସି। ଏଥିପାଇଁ ଏକ SOP ପ୍ରସ୍ତୁତ ହେଉଛି। SOP ହିସାବରେ ଆବଶ୍ୟକୀୟ ଲୋକଙ୍କୁ ସାଇକେଲ ବଣ୍ଟାଯିବ। ଏହା ପୂର୍ବରୁ ବନ୍ଦ…