Below header
Browsing Tag

monsoon session of odisha assembly

ସେପ୍ଟେମ୍ବର ୨୧ ରେ ବାଚସ୍ପତି ନିର୍ବାଚନ, ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର (କେନ୍ୟୁଜ୍)  : ସେପ୍ଟେମ୍ବର ୨୧ରେ ବିଧାନସଭା ବାଚସ୍ପତି ନିର୍ବାଚନ। କିଏ ହେବେ ବାଚସ୍ପତି ? ବାଚସ୍ପତି ନିର୍ବାଚନ ପାଇଁ ୧୮ରେ ନାମାଙ୍କନ ଦାଖଲ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ରହିଛି ବାଚସ୍ପତି ପଦ। ତେବେ ଏହି ଦୌଡ଼ରେ ଅନେକ ନାମ ସାମିଲ ଥିବାବେଳେ ୨୧ ତାରିଖର…

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ କଲେ ବାଚସ୍ପତି

କେନ୍ୟୁଜ(ବ୍ୟୁରୋ): ନିର୍ଦ୍ଧାରିତ ସମୟର ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ମୋଟ୍‌ ୮ଟି କାର୍ଯ୍ୟ ଦିବସରେ ୭ଟି ବିଲ୍‌ ପାରିତ ହୋଇଛି । ବିଧାନସଭାରେ ଆଜି ୫ଟି ଗୁରୁତ୍ୱପୂର୍ଣ୍ଣ…