Browsing Tag

morning saliva

ସକାଳର ବାସି ଲାଳରେ ଭରି ରହିଛି ଅନେକ ଔଷଧୀୟ ଗୁଣ, ସୁସ୍ଥ ରହିବାକୁ ଏମିତି କରନ୍ତୁ ବ୍ୟବହାର

ବଡ଼ ଲୋକ ହୁଅନ୍ତୁ କି ଛୋଟ ପିଲା, ଶୋଇବା ବେଳେ ସମସ୍ତଙ୍କ ପାଟିରୁ ଲାଳ ଗଡ଼ିଥାଏ। ଲାଳ ଗଡ଼ିବା ଯୋଗୁ କିଛି ଲୋକ ଅପ୍ରୀତିକର ପରିସ୍ଥିତିର ସାମ୍ନାକୁ କରୁଥିଲେ ମଧ୍ୟ ଏଥିରେ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବଡ଼ ବଡ଼ ରୋଗକୁ ଭଲ କରିବାରେ ସାହାଯ୍ୟ କରେ। ଲାଲ ହେଉଛି ପାଟିରେ ତିଆରି ହେଉଥିବା ଏକ ତରଳ…