Below header
Browsing Tag

most expensive sea creature

ସବୁଠାରୁ ବିଚିତ୍ର ଏବଂ ମହଙ୍ଗା ସାମୁଦ୍ରିକ ଜୀବ ‘ଗୁସନେକ ବ୍ରାନକେଲ୍ସ’ , ଯାହାର ମୂଲ୍ୟ ୪୮ ଲକ୍ଷ ଟଙ୍କା

ସମୁଦ୍ରର ଅତଳ ଜଳରାଶି ଭିତରେ ଅନେକ ପ୍ରକାର ଜୀବ ରହିଥାନ୍ତି। ଏମାନଙ୍କ ମଧ୍ୟରୁ କେତେକ ବିଷୟରେ ଆମେ ମଧ୍ୟ ଜାଣିଛେ। କିନ୍ତୁ ଆପଣ ପୂର୍ବରୁ କେବେ ବି ଏଭଳି ସାମୁଦ୍ରିକ ଜୀବ ଦେଖିନଥିବେ। ଯାହା ପ୍ରଥମରୁ ଦେଖିଲେ ହୁଏତ ଆପଣ କିଛି ଜାଣିପାରିବେ ନାହିଁ। ଏହି ଜୀବ ସବୁଠାରୁ ମହଙ୍ଗା ସାମୁଦ୍ରିକ…