Below header
Browsing Tag

motorola edge 30 ultra phone

ଖୁବ ଶୀଘ୍ର ବଜାରକୁ ଆସିବ ମୋଟରୋଲାର ୨୦୦ ମେଗା ପିକ୍ସେଲ ବାଲା କ୍ୟାମେରା, ଜାଣନ୍ତୁ କଣ ଫିଚର

ନୂଆଦିଲ୍ଲୀ : ମୋଟରୋଲା ସ୍ମାର୍ଟଫୋନର କିଛି ମଡେଲ ଏବେ ବି ବଜାରରେ ଗ୍ରାହକଙ୍କୁ ବେଶ୍‌ ସନ୍ତୁଷ୍ଟି ଦେଇଛି । ଏହି ସମୟରେ ମୋଟରୋଲା ବଜାରକୁ ବହୁତ ଭଲ ସ୍ପେସିଫିକେସନ ଥିବା ଫୋନ ଛାଡୁଛି । ଯେଉଁଥିରେ ରହିଛି ୨୦୦ ମେଗା ପିକ୍ସେଲ ବାଲା କ୍ୟାମେରା । ଦୀର୍ଘ ଦିନ ହେବ ଏହି ଫୋନକୁ ନେଇ ବହୁତ…