Browsing Tag

mp aparajita sarangi

ଏକାମ୍ର ପ୍ରକଳ୍ପକୁ ବନ୍ଦ କରିବାକୁ ପ୍ରୟାସ କରୁଥିବା ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କଲା ବିଜେଡି, ୫ ପ୍ରଶ୍ନ ପଚାରିଲେ…

ଭୁବନେଶ୍ୱର (କେନ୍ୟୁଜ): ବିଜେଡି ଟାର୍ଗେଟରେ ଅପରାଜିତା ଷଡ଼ଙ୍ଗୀ। ଅପରାଜିତା କ୍ଷମା ମାଗନ୍ତୁ ବୋଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର କହିଛନ୍ତି। ଶ୍ରୀଜଗନ୍ନାଥଙ୍କ କାମ ଅଟକାଇ ଓଡ଼ିଆଙ୍କ ଭାବାବେଗରେ ଆଘାତ ଦେଇଥିବାରୁ ସାଂସଦ କ୍ଷମା ମାଗନ୍ତୁ ବୋଲି ବିଜେଡି…