Browsing Tag

mullah mohammad hasan akhund

କୁଖ୍ୟାତ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ହେବ ଆଫଗାନର ନୂଆ ପ୍ରଧାନମନ୍ତ୍ରୀ, ଜାତିସଂଘ ଆତଙ୍କବାଦୀ ତାଲିକାରେ ବି ଅଛି ନାଁ

ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଜଣେ ଆତଙ୍କବାଦୀ। ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଭାବେ କୁଖ୍ୟାତ ଅର୍ଜନ କରିଥିବା ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବ ତାଲିବାନ। ବିଶ୍ୱରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦର ପରିଚୟ ଜଣେ ଆତଙ୍କବାଦୀ ଭାବେ ରହିଛି। ଏମିତିକି…