Below header
Browsing Tag

mumbai building collapsed

ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇରେ ଭୁଶୁଡିଲା ୪ ମହଲା କୋଠା। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର କୁର୍ଲାର ନାଏକ ନଗରରେ ଥିବା ଏକ ଚାରି ମହଲା ବିଶିଷ୍ଟ କୋଠା ହଠାତ୍ ଭୁଶୁଡି ପଡ଼ିଥିଲା । ଯାହାଫଳରେ କୋଠା ତଳେ ପ୍ରାୟ ୨୦ରୁ ୨୫ ଜଣ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଅନ୍ଯପଟେ ଖବର ପାଇ…

ମୁମ୍ବାଇ ଡୋଙ୍ଗରିରେ କୋଠା ଭୁଶୁଡ଼ିବା ଘଟଣା, ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ମୁମ୍ବାଇ(କେନ୍ୟୁଜ୍): ମୁମ୍ବାଇ ଡୋଙ୍ଗରିରେ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି। ସେମାନଙ୍କ ମଧ୍ୟରେ ଜଣେ ୧୮ମାସର ଶିଶୁ ଓ ୪ଜଣ ମହିଳା ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭଗ୍ନାଂବଶେଷ ତଳେ ଅନେକ ଲୋକ ଦବି ରହିଥିବା ଆଶଙ୍କା ରହିଛି। ୨୧ଜଣଙ୍କୁ ସୁରକ୍ଷିତ ଭାବେ ଭଦ୍ଧାର…

ରଖିଲେ ହରି ମାରିବ କିଏ, ମୁମ୍ବାଇରେ ଭୁଶୁଡିଥିବା କୋଠା ତଳୁ ଜୀବନ୍ତ ଉଦ୍ଧାର ହେଲା ଶିଶୁ

ରଖିଲେ ହରି ମାରିବ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୁମ୍ବାଇରେ । ମୁମ୍ବାଇର ଡୋଙ୍ଗରିରେ ଭୁଶୁଡି ପଡିଛି ଏକ ଚାରିମହଲା କୋଠା । ଏହା ତଳେ ପ୍ରାୟ ୪୦ ରୁ ୫୦ ଲୋକ ଦବି ରହିଥିବାର ଆଶଙ୍କା କରାଯାଉଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାରକାର‌୍ୟ୍ୟ ଜାରି ରହିଛି । ତେବେ ଏହା…