Browsing Tag

mumbai death toll

ମୁମ୍ବାଇରେ କରୋନା ନେଲା ଆଉ ଜଣେ ଓଡ଼ିଆଙ୍କ ଜୀବନ

ମୁମ୍ବାଇ: କରୋନାରେ ମୁମ୍ବାଇରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ବୟସ ପାଖାପାଖି ୨୭ ବର୍ଷ ହେବ । ଏକ କ୍ୟାଣ୍ଟିନରେ କାମ କରୁଥିଲେ। କିଛି ବର୍ଷ ହେଲା ମୁମ୍ବାଇରେ ରହୁଥିଲେ ।  ସେ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ…

ମୁମ୍ବାଇରେ କରୋନା ନେଲା ଜଣେ ଓଡ଼ିଆଙ୍କ ଜୀବନ

ମୁମ୍ବାଇ: କରୋନାରେ ମୁମ୍ବାଇରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ଘର ଗଞ୍ଜାମରେ । ଦୀର୍ଘ ବର୍ଷ ହେଲା ମୁମ୍ବାଇର ଶାକିନାକା ବୈଲ୍‌ ବଜାରର ସନ୍ଦେଶ ନଗରରେ ରହୁଥିଲେ । ସେଠାରେ ସେ ଅଟୋ ଚାଳକ ଭାବେ କାମ କରୁଥିଲେ । ମୃତକ ଜଣଙ୍କ ଶ୍ୱାସଜନିତ ରୋଗରେ ପୀଡିତ ଥିଲେ । ସେ…