Below header
Browsing Tag

murder in sundargarh

ସୁନ୍ଦରଗଡ଼ରେ ବୀଭତ୍ସ ହତ୍ୟା! ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ବୀଭତ୍ସ ହତ୍ୟା। ନଦୀପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ବନ୍ଧପାଲି ପାଖ ଇବ ନଦୀ ପଠାରୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ତଳସରା ଅଞ୍ଚଳର ଦୁର୍ଗା ମାଝୀ। ସେ ସଦର ଥାନା ଖତବଡେଗା ମଝାପଡା ଅଞ୍ଚଳରେ ରହି ଦିନ…

ସୁନ୍ଦରଗଡ଼ରେ ଗାଁ ସାଥୀଙ୍କୁ ନିର୍ମମ ହତ୍ୟା ଘଟଣା: ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଥିଲା ଜ୍ୱାଇଁ, ୨ ଅଭିଯୁକ୍ତ…

ସୁନ୍ଦରଗଡ଼: ଅନୈତିକ ସମ୍ପର୍କ ପାଇଁ ହତ୍ୟା। ଶାଶୁ ସହ ଅନୈତିକ ସମ୍ପର୍କ ପାଇଁ ହାଣିଲା ଜ୍ୱାଇଁ। ସୁନ୍ଦରଗଡ଼ କିରେଇ ଗ୍ରାମପଞ୍ଚାୟତର ଗାଁ ସାଥୀ ରମେଶ ସିଂଙ୍କୁ ନିର୍ମମ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ। ଗିରଫ ୨ ଅଭିଯୁକ୍ତ ଶାଶୁ ଓ ଜ୍ୱାଇଁ। ଅଭିଯୋଗ ଅନୁଯାୟୀ ମୃତ ରମେଶ ସେହି…

ନୃଶଂସତାର ସବୁ ସୀମା ପାର୍ : ଗାଁ ସାଥୀଙ୍କୁ ନିର୍ମମ ହତ୍ୟା, କଟା ହାତ ପରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ଗାଁ ସାଥୀଙ୍କୁ ନିର୍ମମ ହତ୍ୟା। କଟା ହାତ ପରେ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର। ନୃଶଂସତାର ସବୁ ସୀମା ଉଲଘଂନ କରି ଅମାନୁଷିକ ହତ୍ୟା। ହତ୍ୟା ପରେ ହାତ, ଗୋଡ ଓ ମୁଣ୍ଡକୁ କାଟି ଫିଙ୍ଗିଦେଲେ ହତ୍ୟାକାରୀ। ନିଖୋଜର ୨୫ଘଣ୍ଟା ପରେ ସୁନ୍ଦରଗଡ଼ ସଦର ଥାନା ଭବାନୀପୁର ଅଞ୍ଚଳରୁ ମୃତଦେହ…

ବୀଭତ୍ସ ହତ୍ୟାକାଣ୍ଡ: ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର

ଝାରସୁଗୁଡା: ବୀଭତ୍ସ ହତ୍ୟାକାଣ୍ଡ । ରାସ୍ତା ଉପରୁ ହାତ ଓ ମୁହଁରେ କପଡା ବନ୍ଧା ମୃତଦେହ ଉଦ୍ଧାର । ସୁନ୍ଦରଗଡ ସୀମାନ୍ତ ଗ୍ରୀଣ୍ଡୋଲା ନିକଟରେ ଯୁବକଙ୍କ ମୃତଦେହ ମିଳିଛି । ମୃତକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କୁ ହତ୍ୟା ପରେ ତାଙ୍କ ଉପରେ ଗାଡି ଚଢାଇ ଦିଆଯାଇଥିବା ଅନୁମାନ କରୁଛି ପୋଲିସ…

ଭୁଲିଗଲା ଭାତୃ ପ୍ରେମ, ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସାନ ଭାଇ

ସୁନ୍ଦରଗଡ : ରକ୍ତ ସମ୍ପର୍କରେ ଧୋକା ଦେଲା ଭାଇ। ଭାଇକୁ ମାରିଦେଲା ଭାଇ। ବଣାଇ ଥାନା ଅନ୍ତର୍ଗତ ଜୀବିକା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ସାନ ଭାଇ ହାଣି ଦେଇଛି ବଡ ଭାଇକୁ। ଟାଙ୍ଗିଆ ଚୋଟରେ ବଡ ଭାଇ ସେଇଠି ହିଁ ଟଳି ପଡିଲା। ସୂଚନା ଅନୁଯାୟୀ ଗ୍ରାମର ସୁକଦେବ କିଷାନଙ୍କ ଘରକୁ ଲାଗିଥିବା…